ଅଠାକାଠିରେ ପଡ଼ିବା - ( ଅସୁବିଧାର ସମ୍ମୁଖୀନ ହେବା ) ଆଖି



ଅଠାକାଠିରେ ପଡ଼ିବା - ( ଅସୁବିଧାର ସମ୍ମୁଖୀନ ହେବା ) ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ ବିଚରା ଧରଣୀ ଶର୍ମା ଅଠାକାଠିରେ ପଡ଼ିଛନ୍ତି ।

 ଅଠା ବୋଳିଦେବା – ( ଅନ୍ୟ ମୁଣ୍ଡରେ ଦୋଷ ଲଦିଦେବା ) । ନିଜେ ଦୋଷକରି ଅନ୍ୟମୁଣ୍ଡରେ ଅଠା ବୋଳି ଦେବାର ଅଭ୍ୟାସ ବଉଁମାନ ବେଶୀ ଲୋକଙ୍କର ହେଲାଣି ।
ଅନ୍ଧାରକୁ ଟେକା ପକାଇବା । ଅନ୍ଧାର ଘରେ ବାଡ଼ି ବୁଲାଇବା – ( ଅନୁମାନ କରି କହିବା ) । ପ୍ରକୃତ କଥା ନଜାଣି ଅନ୍ଧାରକୁ ଟେକା ପକାଇଲା ଭଳି କହିଛି କାହିଁକି ?

ଆଖି  ବୁଜିଦେବା - ( ବିଷ ଦୃଷ୍ଟିରେ ଦେଖୁବା । ଲୋଭ କରିବା ) ପର ଜିନିଷ ଉପରେ ଆଖୁ ଦିଅ ନାହିଁ । । '

 ଆଖି ଦେଖାଇବା - ( ଡରେଇବା ) ତାକୁ ଯେତେ ଆଖି  ଦେଖେଇଲେ କ ' ଣ ହେବ ; ସେ କ ' ଣ ଡରିବା ପିଲା ଯେ ଡରିବ । ।

  ଆଖି  ବୁଜିବା । ଇହଲୀଳା ସମ୍ବରଣ କରିବା - ( ମୃତ୍ୟୁଲାଭ କରିବା ) । ରାମ ବିୟୋଗରେ ଅଧୀର ହୋଇ ଦଶରଥ ଆଖୀ ବୁଜିଦେଲେ ।

ଇହଲୀଳା ସମ୍ବରଣ କଲେ । ଉଷୁନା ଧାନ ଗଜା ହେବା – ( ଅସମ୍ଭବ ସମ୍ଭବ ହେବା ) ସତେ କ ' ଣ ଉଷୁନା ଧାନ ଗଜା ହେବ ନା ତା ' ପୁଅ ଆଉ ବଞ୍ଚିବ ?

କଙ୍କଡ଼ାକୁ ଗୋଳିପାଣି ସୁହାଇବା - ( ମନ୍ଦ ଲୋକ ଖରାପ ପରିବେଶରୁ ଫାଇଦା ଉଠାଇବା ) ଘରେ ଭାଇ ଭାଇ ମଧ୍ୟରେ ମାଡ଼ଗୋଳ ଲଗାଇଦେଇ ଗାଆଁ ଟାଉଟର ବନା ସର୍ଦ୍ଦାର ସାନଭାଇର ଅର୍ଥ ବୋହିବାରେ ଲାଗିଛି । ଇଏତ କଙ୍କଡ଼ାକୁ ଗୋଳିପାଣି ସୁହାଇଛି । ସେଥିରେ କରିବ କିଏ କ ' ଣ ? ।
Newer Posts Older Posts

Related posts

    ADS HERE